ଆଜି ବ୍ରହ୍ମପୁର ପୋଲିସ ଦ୍ୱାରା ୯୦ତମ ଓଡ଼ିଶା ପୋଲିସ ଗଠନ ଦିବସ ପାଳନ କରାଯାଇଛି।
୯୦ତମ ଓଡ଼ିଶା ପୋଲିସ ଗଠନ ଦିବସ ପାଳନ କରାଯାଇଛି।
ଆଜି ବ୍ରହ୍ମପୁର ପୋଲିସ ଦ୍ୱାରା ରିଜର୍ଭ ପୋଲିସ ଗ୍ରାଉଣ୍ଡ ଆମ୍ବାପୁଆରେ ୯୦ତମ ଓଡ଼ିଶା ପୋଲିସ ଗଠନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଦକ୍ଷିଣ ରେଞ୍ଜର ଆଇଜି ଶ୍ରୀ ନୀତି ଶେଖର ଆଇପିଏସ ଯୋଗ ଦେଇଥିଲେ। ବ୍ରହ୍ମପୁର ଏସ୍ପି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
English