ଚୁଡ଼ଙ୍ଗପୁର ଗ୍ରାମ ରେ ଆସନ୍ତା 17 ରୁ 23 ମା ଗ୍ରାମଦେବତୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ

Total Views : 1,181
Zoom In Zoom Out Read Later Print

ଚୁଡ଼ଙ୍ଗପୁର ଗ୍ରାମ ରେ ଆସନ୍ତା 17 ରୁ 23 ମା ଗ୍ରାମଦେବତୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତଶୁଭ ଖୁଣ୍ଟି ସ୍ଥାପନ ଅନୁଷ୍ଠିତ l

ଦିଗପହଣ୍ଡି ବ୍ଲକ କରପଡା ପଚାୟତ  ଚୁଡ଼ଙ୍ଗପୁର ଗ୍ରାମ ରେ ଆସନ୍ତା 17 ରୁ 23 ମା ଗ୍ରାମଦେବତୀ ଠାକୁରାଣୀ  ଯାତ୍ରା ଅନୁଷ୍ଠିତ ହେବ ଏହି ଅବସରେ  ପଣ୍ଡିତ ଶିରୀଶ ଦାସ ଙ୍କ ଅଦକ୍ଷତାରେ   ରବିବାର ଦିନ ଶୁଭ ଖୁଣ୍ଟି ସ୍ଥାପନ ଅନୁଷ୍ଠିତ ହୋଇଯାଇଛି  l ଏହି କାର୍ଯ୍ୟକ୍ରମ କୁ ଗ୍ରାମ ର କମିଟି  ଓ ଗ୍ରାମ ବାସୀ ଉପସ୍ଥିତ ରହି ସହଯୋଗ  କରିଥିଲେ ..l ଏହି ଗ୍ରାମରେଦୁଇ ବରଷ କୁ ଥରେ ଯାତ୍ରା ହୁଏ l ବହରେ ରହୁଥିବା ଗ୍ରାମ ର ଲୋକ ମାନେ ଆସନ୍ତି  .   ପ୍ରତ୍ୟକ ଦିନ   ,ଭାରତ ଲୀଳା , ପ୍ରଲାଡ ନାଟକ, ସାମାଜିକ ନାଟକ , ମହାଭାରତ ,ନବରଂଗ ଇତ୍ୟାଦି ହେବ କମିଟି ସୂଚନା ଦେଇଛନ୍ତି ,

See More

Latest Photos