ଶ୍ରୀ ଶ୍ରୀ ଶ୍ରୀ ହରିହର ଭେଟ ମନ୍ଦିର ସେବା ସମିତି ତରଫରୁ ମାଗଣା ଆୟୁର୍ବେଦ ସୁସ୍ଥ୍ୟ ଶିବିର ଅନୁଷ୍ଟିତ

Total Views : 189
Zoom In Zoom Out Read Later Print

ଶ୍ରୀ ଶ୍ରୀ ଶ୍ରୀ ହରିହର ଭେଟ ମନ୍ଦିର ସେବା ସମିତି ତରଫରୁ ମାଗଣା ଆୟୁର୍ବେଦ ସୁସ୍ଥ୍ୟ ଶିବିର ଓ ଔଷଧ ବିତରଣ, ଯୋଗ ଏକୁପ୍ରେସର ଚିକିତ୍ସା ଅନୁଷ୍ଟିତ

ବ୍ରହ୍ମପୁର ନୀଳକଣ୍ଠେଶ୍ବର ମନ୍ଦିର ରୋଡ଼, ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଗଣ ରେ ପବିତ୍ର ଶ୍ରୀରାମ ନବମୀ ଦିନ ଶ୍ରୀ ଶ୍ରୀ ଶ୍ରୀ ହରିହର ଭେଟ ମନ୍ଦିର  ସେବା ସମିତି ତରଫରୁ ମାଗଣା ଆୟୁର୍ବେଦ ସୁସ୍ଥ୍ୟ ଶିବିର ଓ ଔଷଧ ବିତରଣ, ଯୋଗ ଏକୁପ୍ରେସର ଚିକିତ୍ସା ଅନୁଷ୍ଟିତ  ହୋଇଯାଇଛି l ଏହି ଅବସରରେ ଡ଼ା. ନକୁଳ ସାହୁଡ଼ା. ଚିନ୍ମୟ ପ୍ରସାଦ ,ଡ଼ା. ନିବେଦିତା ମହାପାତ୍ର,ପି. ଅନିଲ୍ କୁମାର ପାତ୍ର,ଡ଼ା. ରତିନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି  ସହ ସହ ଲୋକ ଙ୍କୁ ଯୋଗ , ଏକୁପ୍ରେସର ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧବିତରଣ, କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ପାଢ଼ୀ ,ଇ ମୋନାଜ୍ ,ମୋନଜ କୁମାର ମହାପାତ୍ର, ଡ ସୁଦାନ ଲାଲ , ଡ୍ ନିଶ୍ମା ବେହେରା ,ଡ୍ ମାଧୁରୀ ଓ ସେବା ସମିତି ର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ

See More

Latest Photos