ଶ୍ରୀକ୍ଷେତ୍ର ବିହାର ଡେଭଲପମେଣ୍ଟ କମିଟି ପକ୍ଷରୁ ପାନୀୟ ଜଳ ବଣ୍ଟନ

Total Views : 9
Zoom In Zoom Out Read Later Print

ରାସ୍ତାରେ ଯାଉଥିବା ପଥିକ ମାନଙ୍କୁ ଶ୍ରୀକ୍ଷେତ୍ର ବିହାର ଡେଭଲପମେଣ୍ଟ କମିଟି ପକ୍ଷରୁ ଥଣ୍ଡା ପାନୀୟ ଜଳ,ବଣ୍ଟନ

ଶ୍ରୀକ୍ଷେତ୍ର ବିହାର ଡେଭଲପମେଣ୍ଟ କମିଟି ପକ୍ଷରୁ ପାନୀୟ ଜଳ ବଣ୍ଟନ 
ବ୍ରହ୍ମପୁର: ଗ୍ରୀଷ୍ମ ପ୍ରବାହ ଏବଂ ସୂର୍ଯ୍ୟ ତାପରେ ଯାତ୍ରୀ, ସାଧାରଣ ଜନତା ଗରମରେ ଡହବିକଳ ହେଉଛନ୍ତି। ରାସ୍ତା କଡରେ ବସିବା ପାଇଁ ଗଛ ଖଣ୍ଡିଏ ନାହିଁ।ଏହି ସବୁ ଦୃଶ୍ୟ କୁ ଅନୁଭବ କରିବା ପରେ ରାସ୍ତାରେ ଯାଉଥିବା ପଥିକ ମାନଙ୍କୁ ଶ୍ରୀକ୍ଷେତ୍ର ବିହାର ଡେଭଲପମେଣ୍ଟ କମିଟି ପକ୍ଷରୁ ଏକ ସୁନ୍ଦର ଥଣ୍ଡା ପାନୀୟ ଜଳ,ଦହି,ମିଶାଈ ଲୋକ ମାନଙ୍କୁ ପିଈବା ପାଈଁ ଦେଉଛନ୍ତି ଲୋକ ମାନେ ପାନୀୟଜଳ ପିଈ ବହୁତ ଖୁସିରେ ଯାଉଛନ୍ତି।ଏହି କାର୍ଯ୍ୟକ୍ରମ କୁ ସଭାପତି କାଳୁ ସ୍ୱାଇଁ ଙ୍କ ତତ୍ବାବଧାନରେ ଆଜିକୁ ଦୁଈ ମାସ ହବ ଲୋକ ମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି।ଏହି କାର୍ଯ୍ୟକ୍ରମ କୁ ସହଯୋଗ କରୁଛନ୍ତି ସଂପାଦକ ସୁରେନ୍ଦ୍ର ସାହୁ,ଦ୍ଵିତୀକୃଷ୍କ ପ୍ରହରାଜ, ଶୈଳେନ୍ଦ୍ର ଶତପଥି, ରବିନ୍ଦ୍ର ମହାରଣା, ସନ୍ତୋଷ ସ୍ୱାଇଁ, ଅରବିନ୍ଦ ଜେନା,ମୁରଳୀ ମହାରଣା ମଧୁ ସେଠୀ, ମୁକୁନ୍ଦ ପାତ୍ର,ସୁଧିର ଠାକୁର, ପ୍ରଫୁଲ୍ଲ ନାୟକ, ସୂର୍ଯ୍ୟ ବିଷୋୟୀ ଏବଂ ସମସ୍ତ କାର୍ଯ୍ୟ କର୍ତ୍ତା ମାନେ ଖରାରେ ରୋଡ କଡରେ ଗଛୁତଳେ ବସି ପଣା ବାଣ୍ଟିବାରେ ସାହାଯ୍ୟ କରିଥିଲେ। ଏମିତି ବହୁତ ସାମାଜିକ କାର୍ଯ୍ୟକ୍ରମ ବହୁ ବର୍ଷ ଧରି ଏଭଳି ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବା ରୁ ସ୍ଥାନୀୟ ଲୋକେ କମିଟି କୁ ଧନ୍ୟବାଦ ଜଣାଇଛନ୍ତି ।

See More

Latest Photos